ବନ୍ଦେ ମାତରମ୍
ଦେଖଣା
ବନ୍ଦେ ମାତରମ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବାକ୍ୟ—(ସଂସ୍କୃତ - ମାତରମ୍= ମାତାଙ୍କ+ବନ୍ଦେ= ବନ୍ଦନା କରୁଛି) (ବଙ୍ଗୀୟ ଆନନ୍ଦ— ମଠ ନାଟକସ ରଚୟିତା ବଙ୍କିମ ବାବୁଙ୍କର ଭାରତ ମାତାଙ୍କ ପୂଜାସୂଚକ ଜାତୀୟ ସଂଗୀତର ଘୋଷା ପଦ)
[ସମ୍ପାଦନା]ମୁଁ ମାତାଙ୍କୁବନ୍ଦନା କରୁଛି —(The refrain of the celebrated notional Bengalee anthem of Bankim Chandra's novel)-I salute thee, Oh Mother! Hail mother land
[ଦ୍ରଷ୍ଟବ୍ୟ —ସ୍ୱଦେଶ ବା ଜନ୍ମ ଭୂମି ପ୍ରତି ଅନୁରାଗ ବା ଭକ୍ତିର ଉଦ୍ଦୀପକ ଯେତେ ଗୀତ ବା ଶବ୍ଦ ଭାରତ ବର୍ଷରେ କଳ୍ପିତକ ବା ରଚିତ ହୋଇଅଛି; ତହିଁ ମଧ୍ୟରେ ଏହି ବାକ୍ୟଟି ଭାରତବର୍ଷ ତମାମ୍ ସର୍ବୋଚ୍ଚ ସ୍ଥାନ ଅଧିକାର କରିଅଛି ଓ ଜାତି ଧର୍ମ ନିର୍ବିଶେଷରେ ଭାରତୀୟଙ୍କ ମୁଖରେ ଏ ବାକ୍ୟ ସର୍ବଦା ବୋଲା ଯାଉଅଛି ଓ ଭାରତୀୟ କଙ୍ଗ୍ରେସ ମଧ୍ୟ ଏ ବାକ୍ୟକୁ ପବିତ୍ରତମ ଜାତୀୟ ମଙ୍ଗଳା— ଚରଣ ରୂପେ ଗ୍ରହଣ କରି ଅଛନ୍ତି]