ବନ୍ଦୋବସ୍ତ ଅପିସର୍
ଦେଖଣା
ବନ୍ଦୋବସ୍ତ ଅପିସର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ୍ଦୋବସ୍ତ ଅପିସର୍
|
(ବନ୍ଦୋବସ୍ତ ହାକିମ—ଅନ୍ୟରୂପ)
ବୈଦେଶିକ - ବି(ଫାରାସୀ - ବନ୍ଦୋବସ୍ତର ଇଂରାଜୀ - ଅଫିସର୍)
[ସମ୍ପାଦନା]ବନ୍ଦୋବସ୍ତ ବିଭାଗର ଉଚ୍ଚ ପଦସ୍ଥ ବିଚାରପତି; ସେଟଲମେଣ୍ଟ ହାକିମ — Settlement officer.
[ଦ୍ରଷ୍ଟବ୍ୟ —ସର୍ବୋଚ୍ଚ ହାକିମଙ୍କୁ ସେଟଲ୍ମେଣ୍ଟ ଅଫିସର ଓ ନିମ୍ନସ୍ଥ ହାକିମଙ୍କୁ ଆସିଷ୍ଟାଣ୍ଟ ସେଟେଲମେଣ୍ଟ୍ ଅଫିସର୍ ବୋଲାଯାଏ]