Jump to content

ବନ୍ଦୋବସ୍ତ ଅମିନ

ଉଇକିଅଭିଧାନ‌ରୁ

ବନ୍ଦୋବସ୍ତ ଅମିନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବନ୍ଦୋବସ୍ତ୍ ଓ ଆରବୀ - ଅମିନ୍)

[ସମ୍ପାଦନା]

ରାଜସ୍ୱ ବନ୍ଦୋବସ୍ତ ଇଲାକାରେ ଭୂମି ମାପ କରିବା ଓ ଜମି ଜମା ସ୍ଥିର କରିବା ନିମନ୍ତେ ନିଯୁକ୍ତ କର୍ମଚାରୀ —Settlement Amin or surveyor.