Jump to content

ବନ୍ଦୋବସ୍ତ କରିବା

ଉଇକିଅଭିଧାନ‌ରୁ

ବନ୍ଦୋବସ୍ତ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବିଷୟରେ ବ୍ୟବସ୍ଥା କରିବା —୧. To arrange.
୨. ସ୍ଥିର କରିବା —୨. To settle.
୩. ଜମିଦାର ପ୍ରଜାଙ୍କୁ ଜମି ବିଲି କରିବା ବା ପଟ୍ଟା ଦେବା —୩. To settle land with a royat.
୪. ଭୂମିର ରାଜମ୍ୱ ସ୍ଥିର କରିବା —୪. To settle the rent or revenue for a holding.