ବନ୍ଦ କରିବା
ଦେଖଣା
ବନ୍ଦ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ବନ୍ଧ୍ ଧାତୁ; ଫା ବନ୍ଦ)
[ସମ୍ପାଦନା]- ୧. (ବ୍ୟବସାୟ. କଚିର, ସ୍କୁଲ ଆଦିର କାର୍ଯ୍ୟ) ସ୍ଥଗିତ କରିବା ୧. To close up (a business, school or office.
- ୨. ଆବଦ୍ଧ ବା ଅବରୂଦ୍ଧ କରିବା —୨. To confine.
- ୩. ରୋଧ କରିବା; ଅଟକାଇବା —୩. To restrain.
- ୪. ଖୋଲା ଥିବା ଜିନିସକୁ (ଯଥା—କବାଟ, ବାକ୍ସ, ଘର) ମୁଦିବା ବା ବୁଜିବା —୪. To shut up (a box, room or door).
- ୫. ଅନ୍ୟର ଗତି ରୋଧ କରିବା —୫. To stop the flow or movement of a thing.
- ୬. କାର୍ଯ୍ୟ ରହିତ କରିବା —୬. To cause cessation of a work.
- ୭. ମନା କରିବା; ନିଷେଧ କରିବା — ୭. To prohibit.