ବନ୍ଧକଡ଼ିକିରି
ଦେଖଣା
ବନ୍ଧକଡ଼ିକିରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବନ୍ଧକଡ଼ିକିରି
|
[ବନ୍ଧକ(କି) ଡିକ୍ରି(ଗ୍ରି)—ଅନ୍ୟରୂପ]
ଦେଶଜ - ବିଶେଷ୍ୟ - (କଚିରିଆ)
[ସମ୍ପାଦନା]ବନ୍ଧକ ଋଣ ଆଦାୟ କରିବା ପାଇଁ ମହାଜନ ମକଦମା ଦାଏର କରି ଅଦାଲତର ହାସଲ କରିଥିବା ହୁକୁମ —Mortgage decree.