Jump to content

ବନ୍ଧକୀ

ଉଇକିଅଭିଧାନ‌ରୁ

ବନ୍ଧକୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବନ୍ଧ ଧାତୁ+କର୍ତ୍ତୃ. ଅକ+ସ୍ତ୍ରୀ. ଈ; ଯେ ପର— ପୁରୁଷର ମନକୁ ବନ୍ଧନ କରେ କିମ୍ୱା ଯେ ପର— ପୁରୁଷର ପ୍ରେମରେ ବନ୍ଧା ହୋଇଥାଏ)

[ସମ୍ପାଦନା]
୧. ଅସତୀ ସ୍ତ୍ରୀ; ପୁଂଶ୍ଚଳୀ; କୁଳଟା —୧. An adulteress.

ବନ୍ଧକୀ ସ୍ୱଭାବ ଲୁଟି ପରିଚିତା କଲେ ହଟି ସ୍ତମ୍ଭଟି ମହତ ସୃଷ୍ଟି ତାଙ୍କ ରଖିଲା ଭଞ୍ଜ, ବୈଦେହୀଶବିଳାସ

୨. ବେଶ୍ୟା —୨. Harlot.
୩. ବନ୍ଧ୍ୟା ସ୍ତ୍ରୀ —୩. A barren or childless woman
୪. ଋଣ ଗ୍ରହଣ କାଳର ମହାଜନ ନିକଟ ବନ୍ଧା ରଖା ଯାଇଥିବା ବସ୍ତୁ —୪. Mortgaged property; pledged article.
୫. ହସ୍ତିନୀ —୫. A female elephant.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବନ୍ଧକ —Mortgage.

ଦେଶଜ - ବିଶେଷଣ -

[ସମ୍ପାଦନା]

ବନ୍ଧକ ସମ୍ୱନ୍ଧୀୟ —Realting to Mortgage.