ବନ୍ଧକ ଦଲିଲ
ଦେଖଣା
ବନ୍ଧକ ଦଲିଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ୍ଧକ ଦଲିଲ
|
[ବନ୍ଧକ (କି) ଦସ୍ତାବିଜ, ବନ୍ଧକ (କତି) ତମସୁକ , ବନ୍ଧକ ନାମା—ଅନ୍ୟରୂପ]
ଦେଶଜ - ବିଶେଷ୍ୟ - (କଚିରିଆ)
[ସମ୍ପାଦନା]ଖାତକ ଯେଉଁ ତମସୁକ ସମ୍ପାଦନ କରି ମହାଜନକୁ ଦେଇ ଋଣ ଗ୍ରହଣ କରେ — Mortgage bond.