Jump to content

ବନ୍ଧକ ଦାୟ

ଉଇକିଅଭିଧାନ‌ରୁ

ବନ୍ଧକ ଦାୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (କଚିରିଆ) (ସଂସ୍କୃତ - ବନ୍ଧକ+ଦାୟ)

[ସମ୍ପାଦନା]

ଋଣ ଟଙ୍କା ପରିଶୋଧ କରିବା ପାଇଁ


(ବନ୍ଧକ ଦାୟିତ୍ୱ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ବନ୍ଧକ ସମ୍ପତ୍ତି ଉପରେ ଥିବା ଦାୟିତ୍ୱ — Mortgage lien; the responsibility attached to a mortgageed property for payment of the mortgage debt.

[ଦ୍ରଷ୍ଟବ୍ୟ —କୌଣସି ମହାଜନ କୌଣସି ବ୍ୟକ୍ତିର ସମ୍ପତ୍ତି ବନ୍ଧକ ନ ନେଇଥିବା ଅବସ୍ଥାରେ ତାହା ଯେବେ ପୂର୍ବରୁ ଅନ୍ୟ ମହାଜନଠାରେ ବନ୍ଧକ ଥାଏ, ତେବେ ପ୍ରଥମୋକ୍ତ ମହାଜନ ଅଦାଲତରେ ନାଲିସ କରି ଖାତକ ଉପରେ ଡ଼ିଗ୍ରୀ ହାସଲ କରି ଖାତକର ଉକ୍ତ ସମ୍ପତ୍ତିକୁ ନିଲାମ କରାଇଲେ ଉକ୍ତ ସମ୍ପତ୍ତି ପ୍ରଥମ ବନ୍ଧକଦାର୍ ମହାଜନଙ୍କ ବନ୍ଧକଦାୟ ସହିତ ନିଲାମ ହୁଏ]