ବନ୍ଧକ ନେବା
(ବନ୍ଧକ ରଖିବା—ଅନ୍ୟରୂପ)
ଋଣ ଦେଇ ଖାତକର ସମ୍ପତ୍ତିକୁ ଜାମିନ୍ ସ୍ୱରୁପ ରଖିବା —To advance money on pledge or mortgage.