ବନ୍ଧନୀ
ଦେଖଣା
ବନ୍ଧନୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବନ୍ଧ ଧାତୁ+କରଣ ଅନ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ବାନ୍ଧିବା ଦଉଡି —୧. Typing rope.
- ୨. ଅସ୍ତ୍ରୋପ୍ରଚାର ପରେ ଶିରାସ୍ନାୟୁ ପ୍ରଭୂତି ବାନ୍ଧିବାର ସୂତ୍ର —୨. Ligature.
- ୩. ଦେହର ଗଣ୍ଠିରେ ଥିବା ମୋଟ ଶିରା (ହିନ୍ଦୀ - ଶ.) — ୩. Thick veins in the joints of the body.
- ୪. ବ୍ରାକେଟ୍; କୌଣସି ବାକ୍ୟକୁ ବା ଅଙ୍କକୁ ସ୍ୱତନ୍ତ୍ରରୂପେ ଚିହ୍ନାଇବାପାଇଁ ବ୍ୟବହୃତ ଦ୍ୱିକ୍ରୋଡ଼ ବା ଦ୍ୱିଫଳବିଶିଷ୍ଟ ଚିହ୍ନ —୪. Brackets; paranthesis.
[ଦ୍ରଷ୍ଟବ୍ୟ —ଏହା ଚାରିପ୍ରକାର ଯଥା ===
- ୧. ଚନ୍ଦ୍ରବନ୍ଧନୀ (), Simple brackets; first brackets.
- ୨. କୁଟଳବନ୍ଧନୀ {} second brackets.
- ୩. ବର୍ଗ ବନ୍ଧନୀ —, Third brackets.
- ୪. ଦୀର୍ଘମାତ୍ରା____ —Brace.
ଯେଉଁ ସଂଖ୍ୟାମାନଙ୍କ ଉପରେ ଏହି ଭଳି ୪ର୍ଥ ଚିହ୍ନ ଥାଏ ତାହାର କାର୍ଯ୍ୟ ଗଣିତରେ ସର୍ବପ୍ରଥମେ କରାଯାଏ, ଏହା ଗଣିତରେ ବନ୍ଧନୀର ଅନ୍ତର୍ଗତ