ବନ୍ଧା
ଦେଖଣା
ବନ୍ଧା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ବନ୍ଧ୍ ଧାତୁ)
[ସମ୍ପାଦନା]- ୧. ବନ୍ଧନ କ୍ରିୟା —୧. The act of binding.
- ୨. ଅନ୍ୟ ପାଇଁ ଜାମିନ୍; ପ୍ରତିଭୂ — ୨. Surety; security.
- ୩. ବନ୍ଧକ —୩. Mortgage; pledge.
- ୪. ଋଣଶୋଧର ଯାମିନ୍ସ୍ୱରୁପ ମହାଜନ ନିକଟରେ ନ୍ୟସ୍ତ ବା ରକ୍ଷିତ ବସ୍ତୁ —୪. A pledge.
ଅନୁବାଦ
[ସମ୍ପାଦନା]ମଣି ବନ୍ଧା ନିଅ କିଛି ଦୁଧ ଦିଅ ମୋର କରୁ ପାନ ବିଶ୍ୱନାଥ—ବିଚିତ୍ର ରାମାୟଣ
- ୨. ବୀର୍ଯ୍ୟ ସ୍ତମ୍ଭନ; ବୀଜକରଣ —୫. Restraint of seminal discharge.
- ୬. ବ୍ରହ୍ମଚର୍ଯ୍ୟ; ମୈଥୁନରାହିତ୍ୟ —୬. Continence.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବନ୍ଧନ କରା ଯାଇଥିବା; ବଦ୍ଧ — ୧. Bound' tied.
- ୨. ବନ୍ଧନ ଦିଆ ଯାଇଥିବା — ୨. Pledged; mortgaged.
- ୩. ବ୍ରହ୍ମଚର୍ଯ୍ୟାବଲମ୍ୱୀ — ୩. Observing continence.
(ଯଥା—କୁସ୍ତି କରିବାକୁ ହେଲେ ବନ୍ଧା ରହିବାକୁ ପଡ଼ିବ)
- ୪. ସଂଯତେନ୍ଦ୍ରିୟ; ଯେ ଇନ୍ଦ୍ରିୟର ବଶୀଭୂତ ନୁହେଁ — ୪. Practising self restraint.
- ୫. ଅବରୁଦ୍ଧ — ୫. Restrained; confined.
- ୬. ନିର୍ଦ୍ଦିଷ୍ଟ —୬. Ascertained; settled.
- ୭. ଅପରିବର୍ତ୍ତନୀୟ — ୭. Unchangeable; permanent; hard and fast.
- ୮. ଗ୍ରଥିତ; ଇଟା, ପଥର ଓ ଚୂନଆଦିରେ ତିଆରି; ପକ୍କା — ୮. paved; made of masonry.