Jump to content

ବନ୍ଧାଇବା

ଉଇକିଅଭିଧାନ‌ରୁ

ବନ୍ଧାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ବନ୍ଧଆଇବା—ଅନ୍ୟରୂପ)

ଦେଶଜ - କ୍ରି. (ବନ୍ଧ୍ ଧାତୁର ଣିଚ୍)

[ସମ୍ପାଦନା]
୧. ବାନ୍ଧିବା କ୍ରିୟାର ଣିଜନ୍ତି ରୂପ — ୧. causative of Bāndhibā.
୨. ବନ୍ଧ ପକାଇବା —୨. To raise a dam or dyke.

ବୋହି ଗଲା ପାଣି ଯାଉ ତେଣିକି, ବନ୍ଧେଇଲା ପାଣି ରହୁ ଅଟକି —ଢଗ