ବନ୍ଧାଛନ୍ଦା ହେବା
ଦେଖଣା
ବନ୍ଧାଛନ୍ଦା ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ୍ଧାଛନ୍ଦା ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଧର ପଗଡ଼ ହେବା — ୧. To be detained or arrested and bound.
କଟକରୁ ନିଜେ କୁମ୍ପୁନି ପଟାଲମ ଘେନି ଆସିବ; ଗାଁ ଲୋକେ ବନ୍ଧା ଛନ୍ଦା ହେବେ ଏହା ନିଃସନ୍ଦେହ— ଫକୀରମୋହନ. ଛମାଣ ଆଠଗୁଣ୍ଠ
- ୨. (ଜିନିସ) ବନ୍ଧକ ଦିଆଯିବା — ୨. To be pledged or pawned.