ବନ୍ଧା ଗତ
ଦେଖଣା
ବନ୍ଧା ଗତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ବନ୍ଧା ସୁର୍—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ୍ଧ+ଗତି)
[ସମ୍ପାଦନା]- ୧. ଅପରିବର୍ତ୍ତନୀୟ ରୀତି — ୧. Unchangeable practice.
- ୨. ବାଦ୍ୟ ଯନ୍ତ୍ରରେ ବାଦିତ ହେବା କେବଳ ଏକ ପ୍ରକାରର ସ୍ୱର —୨. One fixed melody or tune set in a musical instrument.
- ୩. ନିର୍ଦ୍ଦିଷ୍ଟ ପଦ୍ଧତି ବା ନିୟମ —୩. Hard and fast rule.