ବନ୍ଧା ଚାକର
ଦେଖଣା
ବନ୍ଧା ଚାକର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ୍ଧା ଚାକର
|
(ବନ୍ଧା ଚାକିରିଆ, ବନ୍ଧା ନଉକର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଦ୍ଧ+ଫାରାସୀ - ଚାକର)
[ସମ୍ପାଦନା]- ୧. ଯେଉଁ ଚାକର ଦିନ ଓ ରାତି ସବୁ ବେଳେ କାର୍ଯ୍ୟ କରିବା ପାଇଁ ଚାକିର କରିଥାଏ —୧. A regular servant; a whole-time servant.
- ୨. ସ୍ଥାୟୀ ଭାବରେ ନିଯୁକ୍ତି ଭୃତ୍ୟ —୨. Permanent servent.