Jump to content

ବନ୍ଧା ଚାକିରି

ଉଇକିଅଭିଧାନ‌ରୁ

ବନ୍ଧା ଚାକିରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଦ୍ଧ+ଫାରାସୀ - ଚାକର)

[ସମ୍ପାଦନା]
୧. ନିର୍ଦ୍ଦିଷ୍ଟ କର୍ମ ପାଇଁ ନିଯୁକ୍ତି ଚାକରର କର୍ମ; ଖାସ୍ ଭୂତ୍ୟତା —୧. Service for doing a particular work.
୨. ସ୍ଥାୟୀ ଚାକରି — ୨. Parmanent service.
୩. ଦିନ ରାତି ସବୁବେଳେ ଦରକାର ବେଳେ କାମ କରିବା ପାଇଁ ଚାକିରି — ୩. Whole time service.