ବନ୍ଧା ଦିହ
ଦେଖଣା
ବନ୍ଧା ଦିହ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ୍ଧା ଦିହ
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ବନ୍ଧ+ଦେହ)
[ସମ୍ପାଦନା]- ୧. କେତେକ ଦିନ ବିଶ୍ରାମ ନେବା ଯୋଗୁଁ ସବଳୀଭୂତ ଶରୀର — ୧. A man's body strengthened by some day's rest.
- ୨. ବ୍ରହ୍ମଚର୍ଯ୍ୟଲାବଲମ୍ୱନ କରି ଥିବା ଯୋଗୁଁ ସବଳ ଶରୀର —୨. One's body strengthened by continence or cessation of sexual acts.