ବନ୍ଧା ପଡ଼ିବା
ଦେଖଣା
ବନ୍ଧା ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ୍ଧା ପଡ଼ିବା
|
(ବନ୍ଧା ରହିବା—ଅନ୍ୟରୂପ)
ଦେଶଜ - କ୍ରି.
[ସମ୍ପାଦନା]- ୧. ଅନ୍ୟ ବ୍ୟକ୍ତି ପାଇଁ ଜାମିନ୍ ହେବା — ୧. To stand security for another.
- ୨. (କୌଣସି ବସ୍ତୁ) ଋଣ ନିମନ୍ତେ ମହାଜନ ନିକଟରେ ବନ୍ଧକ ରଖାଯିବା —୨. (a property). To be pledged or mortgaged with a creditor.
- ୩. ଆବଦ୍ଧ ରହିବା —୩. To be confined or detained.