ବନ୍ଧା ବନ୍ଧି
ଦେଖଣା
ବନ୍ଧା ବନ୍ଧି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ୍ଧା ବନ୍ଧି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅନେକ ବସ୍ତୁ ବାନ୍ଧିବା ପ୍ରକ୍ରିୟା — ୧. The act of tying down many things.
- ୨. ଉତ୍ତମରୂପେ ବାନ୍ଧିବା —୨. Binding a thing strongly or securely.
- ୩. ଅନ୍ୟୋନ୍ୟରେ ବାନ୍ଧିବା; ଛନ୍ଦାଛନ୍ଦି — ୩. Mutual tying; binding each other.
ତରୁ ବ୍ରତତୀର ପ୍ରେମେ ବନ୍ଧାବନ୍ଧି ଛନ୍ଦାଛନ୍ଦି ଘେନାଘେନି ଯୋଗୁଁ କୁଞ୍ଜ ପୁଞ୍ଜେ ଅନ୍ଧାରିତ ଯାଇ ଠାବେ ଠାବେ ନୀରବେଶୀ ରାଧାନାଥ, ଯଯାତିକେଶରୀ
- ୪. ଅପରିବର୍ତ୍ତନୀୟ —୪. Hard and fast rule.
ଦେଶଜ - ବିଶେଷଣ -
[ସମ୍ପାଦନା]ଧରାବନ୍ଧା; ନିର୍ଦ୍ଦିଷ୍ଟ (ନିୟମ) — Hard and fast (rule).