ବନ୍ଧା ହେବା
ଦେଖଣା
ବନ୍ଧା ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ୍ଧା ହେବା
|
[ବନ୍ଧା ପକା(କେ)ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ବନ୍ଧା ହେବା
|
ଦେଶଜ - କ୍ରି.
[ସମ୍ପାଦନା]ଋଣ ଗ୍ରହଣ କରି କୌଣସି ଦ୍ରବ୍ୟକୁ ଋଣ ଆଦାୟ ପର୍ଯ୍ୟନ୍ତ ବନ୍ଧକ ସ୍ୱରୁପ ମହାଜନଙ୍କ ନିକଟ ନ୍ୟସ୍ତ କରିବା —To pledge or mortgage any property with the creditor.
ଶୀତ କଲା ବଡ଼ ଟାଣ, ବଡ଼ବୋହୁକୁ ବନ୍ଧା ପକେଇ ଚୁଡ଼ା ଚାରି ମାଣ ଆଣ ଶୀଶୁଗୀତ