ବନ୍ଧୁକ ଆବାଜ୍
ଦେଖଣା
ବନ୍ଧୁକ ଆବାଜ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ୍ଧୁକ ଆବାଜ୍
|
(ବନ୍ଧୁକ ଆଉଆଜ, ବନ୍ଧୁକ ଆବାଜ୍—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ତୁ ବନ୍ଦୁକ୍+ଫାରାସୀ - ଆବାଜ୍)
[ସମ୍ପାଦନା]ବନ୍ଧୁକ ଫୁଟିବାର ଶବ୍ଦ —The sound or report of a gun when it is fired; booming of a gun.