ବନ୍ଧୁକ ନାଛିବା
ଦେଖଣା
ବନ୍ଧୁକ ନାଛିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ୍ଧୁକ ନାଛିବା
|
ବନ୍ଧୁକ ଚଲା (ଳେ)ଇବା, ବନ୍ଧୁକ ଫୁଟା(ଟେ)ଇବା,ବନ୍ଧୁକ ମାରିବା, ବନ୍ଧୁକ ଫଏର୍ କରିବା,ବନ୍ଧୁକ, ଦାଗିବାଅନ୍ୟରୂପ
ଦେଶଜ - କ୍ରିୟାପଦ - (ତୁର୍କୀ. ବନ୍ଦୁକ୍+ସଂସ୍କୃତ - ଲକ୍ଷ)
[ସମ୍ପାଦନା]ବନ୍ଧୁକସ୍ଥ ବାରୁଦରେ ଅଗ୍ନିସଂଯୋଗ ପୂର୍ବକ ତାହା ପରିଚାଳନ କରିବା — To fire a gun; to shoot.