ବନ୍ଧୁ ବିଦାକି
ଦେଖଣା
ବନ୍ଧୁ ବିଦାକି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ୍ଧୁ ବିଦାକି
|
ଦେଶଜ - ବି—(ସଂସ୍କୃତ - ବନ୍ଧୁ+ ଆରବୀ - ବିଦାଇ)
[ସମ୍ପାଦନା]- ୧. କୌଣସି ଉତ୍ସବ ଉପଲକ୍ଷରେ ନିମନ୍ତ୍ରିତ ହୋଇ ଆସିଥିବା ବାନ୍ଧବମାନଙ୍କୁ ବିଦାୟଦେବା ସମୟରେ ଉପହାର ଦିଆଯିବା ବସ୍ତ୍ରାଦି ଓ ବାଟ ଖରଚଆଦି —୧. Presents and passage-money or honorarium given to guest and relatives on their departure after attending ceremonies.
- ୨. ଉତ୍ସବାଦି ପାଇଁ ନିମନ୍ତ୍ରିତ ବନ୍ଧୁମାନଙ୍କୁ ବିଦାୟ ଦେବା —୨. Bidding adiew to guests after a social function.