ବନ୍ଧୁ ମର୍ଯ୍ୟାଦା
ଦେଖଣା
ବନ୍ଧୁ ମର୍ଯ୍ୟାଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ବନ୍ଧୁ+ମର୍ଯ୍ୟାଦା)
[ସମ୍ପାଦନା]- ୧. . ବନ୍ଧୁଙ୍କ ପ୍ରତି ପ୍ରଯୁଜ୍ୟ ସମ୍ମାନ —୧. Respect due to a relative or friend.
- ୨. ନିମନ୍ତ୍ରଣ କ୍ରମେ ଉତ୍ସକାଦିକୁ ସମାଗତ ବନ୍ଧୁଗତ ବନ୍ଧୁଙ୍କର ସତ୍କାର ବା ସେବା — ୨. Entertainment of relatives and guest.
- ୩. ବନ୍ଧୁ ବିଦାକି (ଦେଖ) - —୩. Bandhu bidāki (See)
- ୪. ବନ୍ଧୁ ବେଭାର (ବେଗ) —୪. Bandhu bebhāra (See)