ବନ୍ଧ୍ୟ
ଦେଖଣା
ବନ୍ଧ୍ୟ
ଉଚ୍ଚାରଣ
[ସମ୍ପାଦନା](ବନ୍ଧ୍ୟା—ସ୍ତ୍ରୀ)
[ବନ୍ଧ୍ୟତା (ତ୍ୱ)—ବି]
ସଂସ୍କୃତ - ବିଶେଷଣ - ଫୁ. (ବନ୍ଧ୍ ଧାତୁ+କର୍ମ. ଯ)
[ସମ୍ପାଦନା]- ୧. ବନ୍ଧନ ଯୋଗ୍ୟ; ବନ୍ଧାନାର୍ହ —୧. Fit to be tied; deserving confinement.
- ୨. ବାଞ୍ଝା; ଫଳହୀନ; ନିଷ୍ଫଳ (ବୃକ୍ଷ) — ୨. Fruitless; sterile; barren. (tree)
- ୩. ନିଃସନ୍ତାନ (ବ୍ୟକ୍ତି) —୩. Childless.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବନ୍ଧ —୧. Dam.
- ୨. ପୋଲ — ୨. Bridge; culvert.