Jump to content

ବନ୍ଧ୍ୟା

ଉଇକିଅଭିଧାନ‌ରୁ

ବନ୍ଧ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ବନ୍ଧ୍ୟ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ସନ୍ତାନୋତ୍ପାଦ— ଶକ୍ତିହୀନା; ବାଞ୍ଝୀ —୧. Sterile (Woman)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରଜସ୍ୱଳା କୁମାରୀ; ଅନୃଢ଼ାବସ୍ଥାରେ ରଜସ୍ୱଳା ହୋଇଥିବା କନ୍ୟା —୧. A girl who has attain ed puberty before marriage.
୨. ସୁଗନ୍ଧି ଔଷଧି ଦ୍ରବ୍ୟବିଶେଷ —୨. Name of a meidcinal scent.
୩. ଯୋନିରୋଗବିଶେଷ —୩. A Sort of vaginal disease.