ବନ୍ଧ୍ୟା କର୍କୋଟକୀ
ଦେଖଣା
ବନ୍ଧ୍ୟା କର୍କୋଟକୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ୍ଧ୍ୟା କର୍କୋଟକୀ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ତିକ୍ତ କର୍କୋଟକୀ; ପିତା କୁଆମଇତା — ୧. A kind of bitter cucur bitations fruit; Memordica Diociacamale.
[ଦ୍ରଷ୍ଟବ୍ୟ —ଏହାର ଲାତ, କଟୁତିକ୍ତ ରସ; ଏହା ବ୍ରଣ, କଫ, ବିସର୍ପ ନାଶକ]
- ୨. ହାତିଆ କାଙ୍କଡ଼; ଏକ ପ୍ରକାର ବଡ଼ କାଙ୍କଡ଼ — ୨. A cucurbitations fruit with soft thorns over the rind.
- ୩. ଅଷାଢୁଆ (ଦେଖ) - —୩. Ashāṟḍ̠ẖuā (See)