ବନ୍ଧ ତନ୍ତ୍ର
ଦେଖଣା
ବନ୍ଧ ତନ୍ତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବନ୍ଧ+ତନ୍ତ୍ର=ସୈନ୍ୟ)
[ସମ୍ପାଦନା]- ୧. ବ୍ୟୁହ ରଚନାର କୌଶଳ ବିଶେଷ —୧. A kind of battle array.
- ୨. ବନ୍ଧ ଆକାରରେ ସଜ୍ଜିତ ଚତୁରଙ୍ଗ ସେନା — ୨. The four division of army (foot, horse elephant and chariot) arrayed in the form of an embankment.
- ୩. ଚତୁରଙ୍ଗ ସୈନ୍ୟ (ପଦାତି, ଅଶ୍ୱ, ହସ୍ତୀ, ରଥ) —୩. The four division of the army (infantry, cavalry, elephant and chariot).