ବନ୍ୟ
ଦେଖଣା
ବନ୍ୟ
ଉଚ୍ଚାରଣ
[ସମ୍ପାଦନା](ବନ୍ୟା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ -(ବନ+ସମ୍ୱନ୍ଧାର୍ଥେ ଓ ଜାତାର୍ଥେ ଯ)
[ସମ୍ପାଦନା]- ୧. ବଣୁଆ; ବନ ସମ୍ୱନ୍ଧୀୟ —୧. Relating to forest; wild; sylvan
- ୨. ବନବାସୀ —୨. Living in the forest.
- ୩. ବନଜାତ —୩. Produced in the forest; growing wild.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ବଣ ଓଲୁଅ —୧. Wild arum.
- ୨. ଭୁଇଁ କଖାରୁ (ହିନ୍ଦୀ - ଶବ୍ଦସାଗର) (ଦେଖ) - —୨. Bhūiñ Kakhāru (See)
- ୩. ଶଙ୍ଖ (ହିନ୍ଦୀ - ଶ) —୩. Conch.