Jump to content

ବନ୍ ବନ୍କା

ଉଇକିଅଭିଧାନ‌ରୁ

ବନ୍ ବନ୍କା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର ବନ୍ୟ ପୁଷ୍ପ ଗଛ; ଚନ୍ଦ୍ରମଲ୍ଲିକା — Moon flower; Colonyction Grandiflorum.

[ଦ୍ରଷ୍ଟବ୍ୟ —ଏ ଫୁଲ ଫୁଟିଲେ ଚନ୍ଦ୍ରଙ୍କ ଗତି ସହିତ ଫୁଲର ସମ୍ମୁଖାଂଶ ବୁଲୁ ଥାଏ; ଏ ଫୁଲ ରାତିରେ ଫୁଟେ ଓ ଦିନରେ ଥାଏ; ଗଛ ୨/୩: ହାତ ଉଚ୍ଚ]