ବନ ଚଣ୍ଡାଳ
ଦେଖଣା
ବନ ଚଣ୍ଡାଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ ଚଣ୍ଡାଳ
|
ବିଶେଷ୍ୟ -(ସଂସ୍କୃତ - ବନ+ଚାଣ୍ଡାଳ; ସଂସ୍କୃତ - ନାମ ଚଣ୍ଡାଳିକା)
[ସମ୍ପାଦନା]ଶିମ୍ୱାଦିବର୍ଗର ବର୍ଷାୟୁଃ ବନ୍ୟକ୍ଷୁପବିଶେଷ — Desmodium Gryrans; the telegraph plant.
[ଦ୍ରଷ୍ଟବ୍ୟ —ଏହାର ଗଛ ୨ ହାତ ଉଚ୍ଚ ହୁଏ ପତ୍ର ତ୍ରିପର୍ଣ୍ଣ ପାଖର ଦୁଇଟି ପତ୍ର ଗରମ ବେଳେ ବାରଂବାର ମୁଦି ହେଉଥାଏ ଓ ଖୋଲି ଯାଉଥାଏ—ଯୋଗେଶଚନ୍ଦ୍ର ]