ବନ ଜାଗରଣ ବ୍ରତ
ଶ୍ରୀ ଜଗନ୍ନାଥଙ୍କର ଗୁଣ୍ଡିଚାମନ୍ଦିର ଅବସ୍ଥିତି ସମୟରେ ସପ୍ତଦିବସବ୍ୟାପୀ ପାଳନୀୟ ବ୍ରତବିଶେଷ —A festival lasting for seven days during the time of Lord Jagannatha's staying in the garden-house.