Jump to content

ବନ ପ୍ରିୟ

ଉଇକିଅଭିଧାନ‌ରୁ

ବନ ପ୍ରିୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବନ ଅଟେ ପ୍ରିୟ ଯାହାର)

[ସମ୍ପାଦନା]

ଯେ ବଣରେ ବିଚରଣ କରିବାକୁ ସୁଖ ପାଏ — Loving to roam in the forest.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କୋକିଳ —୧. The cuckoo.
୨. ସମ୍ୱର— ହରିଣ (ହିନ୍ଦୀ - ଶ.) —୨. The sambar deer.
୩. କପୁର କଚୁରୀ (ହିନ୍ଦୀ - ଶ.) ଆମ୍ୱକସିଆ ଗଦ —୩. Curcuma Amada.
୪. ବାହାଡ଼ା ଗଛ (ହିନ୍ଦୀ - ଶ.) —୩. Barleria Cristata (tree).