ବନ ବିହାରୀ
(ବନବିହାରିଣୀ—ସ୍ତ୍ରୀ)
ଶ୍ରୀକୃଷ୍ଣଙ୍କ ନାମାନ୍ତର —A name of Ṡrīkṛushna.
ଯେ ବନରେ ବିହାର କରେ — Sporting in the forest.
ଲୋକଙ୍କୁ ଦିଆଯିବା ନାମ —A name given to males.