ବନ ଭୋଜି
(ବନ ଭୋଜନ—ଅନ୍ୟରୂପ)
ବନକୁ ଯାଇ ସମ୍ମିଳିତ ବନ୍ଧୁମାନଙ୍କର ଭୋଜୀ —A picnic in the woods.
ସଙ୍ଗତେ ସହସ୍ର ଗୋପାଳ ଘେନି ବନଭୋଜି ସେବା ପରଶ ବେନି—ପ୍ରାଚୀ, ଶ୍ରୀ ଗୁରୁଭକ୍ତି ଗୀତା