ବନ ମନୁଷ୍ୟ
ଦେଖଣା
ବନ ମନୁଷ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବଣ ମଣିଷ; ନରାକୃତି ବାନରବିଶେଷ — ୧. Orang-outang; man-like ape
[ଦ୍ରଷ୍ଟବ୍ୟ —ଏମାନେ ଦୁଇ ଗୋଡ଼ରେ ମନୁଷ୍ୟପରି ଠିଆ ହୋଇ ପାରନ୍ତି ଏମାନଙ୍କର ଲାଞ୍ଜ ନାହିଁ ଓ ଗାଲ ଭିତରେ ଖାଦ୍ୟ ରଖିବାର ଥଳି ନାହିଁ ଏମାନେ ଚାରି ଶ୍ରେଣୀରେ ବିଭକ୍ତ:— ଗରିଲା —Gorilla; ସିମ୍ପାଞ୍ଜି —Chimpanzee; ଓରାଂଆଉଟାଂ — Orangautang; ଗୀବନ୍ —Gibbon. ]
- ୨. ବନବାସୀ ବ୍ୟକ୍ତି —୨. A man living in the. forest; woodman.