ବପନ
ଦେଖଣା
ବପନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବପ୍ ଧାତୁ. ବୁଣିବା; ମୁଣ୍ଡନ କରିବା+ଭାବ. ଅନ)
[ସମ୍ପାଦନା]- ୧. ବୀଜ ରୋପଣ; ମଞ୍ଜି ବୁଣିବା —୧. Sowing of Seeds.
- ୨. ଗର୍ଭାଧାନ; ନିଷେକ କ୍ରିୟା —୨. The act or ceremony of putting seman into a woman's womb.
- ୩. ମୁଣ୍ଡନ; କ୍ଷୌର କର୍ମ — ୩. Shaving.
ଦୀକ୍ଷା ସମ୍ପୂର୍ଣ୍ଣ ଯାଏ ଧରି, ବେଗେହେଁ ବପନ ନ ଙ୍କରି— ଜଗନ୍ନାଥ ଭାଗବତ
- ୪. ବୟନ; ଲୁଗା ବୁଣିବା —୪. Weaving.
- ୫. ଘାସ ଛେଲିବା —୫. Mowing.