Jump to content

ବପନୀ

ଉଇକିଅଭିଧାନ‌ରୁ

ବପନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବପ୍ ଧାତୁ+ କରଣ. ଅନ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଲୁଗା ବୁଣିବା ଯନ୍ତ୍ରବିଶେଷ; ତୁରୀ (ବଙ୍ଗଳାମାକୁ) — ୧. Shuttle.
୨. ଭଣ୍ଡାରୀର ଅସ୍ତ୍ରବିଶେଷ; ଖୁର —୨. A razor.
୩. (+ଅଧି. ଅନ) ତନ୍ତଘର —୩. Loom- room.
୪. ଭଣ୍ଡାରି ଯେଉଁଠାରେ ବସି ଲୋକଙ୍କୁ କ୍ଷୌର କରେ (ହିନ୍ଦୀ - ଶ) —୪. A place where a barber shaves people.