ବପା
ଦେଖଣା
ବପା
ଉଚ୍ଚାରଣ
[ସମ୍ପାଦନା](ବପ୍ପା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବପ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ରନ୍ଧ୍ର; ଛିଦ୍ର — ୧. Hole.
- ୨. ମେଦ; ମାଂସ —୨. Flesh.
- ୩. ଚର୍ବି — ୩. Fat.
ଗ୍ରାମ୍ୟ - ବିଶେଷ୍ୟ - (ପ୍ରାଚୀନ ପଦ୍ୟ) (ସଂସ୍କୃତ - ବପ୍ତା)
[ସମ୍ପାଦନା](ଆପଣାଠାରୁ ବୟସରେ ସାନ ଲୋକ ପ୍ରତି ବାତ୍ସଲ୍ୟ ସମ୍ୱୋଧନ) ବତ୍ସ! ବାବୁ! —(a teem of endearment used to perosn who are one's youngers). Oh son !
ବୁଢ଼ା ତ ଆସି ମୁହିଁ ହୋଇଲିକି ବପା ତୁମ୍ଭର ବଚନକୁ ନାହିଁ ମୋର ତ୍ରପ—କୃଷ୍ଣସିଂହ ମହାଭାରତ ଦ୍ରୋଣ