ବପୁ
ଦେଖଣା
ବପୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବପୁଃ=ବପୁସ୍ ଶବ୍ଦର ୧ମା. ୧ବ)
[ସମ୍ପାଦନା]- ୧. କାୟ; ଶରୀର; ଦେହ —୧. Body,
- ୨. ବହପ; ଶାରୀରିକ ବଳ —୨. Might; strength.
ଏହାକୁ ମାରିବି ଦେଖାଇ ମହାବପୁ—କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ
- ୩. ଶକ୍ତି; କ୍ଷମତା —୩. Power.
ହୋଇଛି ଜତେଜୀବନ ମଧୁରିପୁ ଦେଖିଲେ ଜନଙ୍କର ଭାଙ୍ଗ ଅଛି ବୟ—କୃଷ୍ଣସିଂହ ମହାଭାରତ. ଉଦଯୋଗ