ବପୁଷ୍ଟମା
ଦେଖଣା
ବପୁଷ୍ଟମା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବପୁସ୍+ପ୍ରଶସ୍ତାର୍ଥେ ତମ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ସର୍ବାଙ୍ଗଶୋଭନା ସ୍ତ୍ରୀ —୧. A woman with a very graceful body and limbs.
- ୨. ପରୀକ୍ଷିତଙ୍କ ପୁତ୍ର ଜନମେଜୟ ରାଜାଙ୍କ ଭାର୍ଯ୍ୟା — ୨. Name of the wife of king Janamejaya, the son of Purīkshita.
- ୩. ପଦ୍ମଚାରିଣୀ ଲତା; ସ୍ଥଳପଦ୍ମ ଗଛ —୩. Hibiscus Mutabilis.