ବପୁଷ୍ମାନ୍
ଦେଖଣା
ବପୁଷ୍ମାନ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ଫୁ. (ବୟସ୍+ଅଛି ଅର୍ଥେ. ମତ୍; ବପୁଷ୍ମତ୍ ଶବ୍ଦ ୧ମା. ୧ବ.)
[ସମ୍ପାଦନା]- ୧. ସୁନ୍ଦର ଓ ସ୍ଥୂଳକାୟ —୧. Having a big and graceful body .
- ୨. ସ୍ଥୂଳକାୟ — ୨. Corpulent.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶାଳ୍ମଳୀ ଦ୍ୱୀପର ରାଜା —Name of an ancient king of the mythological Ṡāḻmaḻī island.