Jump to content

ବପୁ ମନ୍ତ

ଉଇକିଅଭିଧାନ‌ରୁ

ବପୁ ମନ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବପୁଷ୍ମତ୍ ଶବ୍ଦ)

[ସମ୍ପାଦନା]
୧. ଶରୀରୀ; ମୂର୍ତ୍ତିମନ୍ତ —୧. Represented by image; assuming a body or physical form; corporeal.

ବନାଇବାରେ ପୁଣି ଯେ ପ୍ରଚିମାଏ ବପୁଜନ୍ତ ହେଲା ଘୃଣାକ୍ଷର ପ୍ରାୟେ—ଭଞ୍ଜ ବୈଦେହୀଶବିଳାସ

୨. ଲାବଣ୍ୟଯୁକ୍ତ; ଶୋଭାମୟ —୨. Graceful.

ବପୁବନ୍ତରୁ ହୋଇଛି ରଞ୍ଜନ ବ୍ୟକ୍ତ ସୁନେତ୍ର ରୋହିତ ଖଞ୍ଜିବ—ଭଞ୍ଜ. ବୈଦେହୀଶବିଳାସ