ବପ୍ତା
ଦେଖଣା
ବପ୍ତା
ଉଚ୍ଚାରଣ
[ସମ୍ପାଦନା](ବପ୍ତ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ଫୁ. (ବପ୍ ଧାତୁ+କର୍ତ୍ତୃ. ତୃ ; ବପ୍ତୃ ଶବ୍ଦ ୧ମା. ୧ବ)
[ସମ୍ପାଦନା]ବୀଜବପନକାରୀ; ଯେ ବୀଜ ବୁଣେ —Sowing seeds.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବାପ; ପିତା —୧. Father.
- ୨. କବି —୨. Poet.
- ୩. କୃଷକ; ଚଷା —୩. Husband- man.
- ୪. ଭଣ୍ଡାରି; ନାପିତ (ହିନ୍ଦୀ - ଶ) —୪. Barber.