ବପ୍ର
ଦେଖଣା
ବପ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବପ୍ ଧାତୁ+ଅଧିକରଣେ ର)
[ସମ୍ପାଦନା]- ୧. କିଆରି; କ୍ଷେତ; ଜମି —୧. Field.
ବୋଇଲା ମୋ ଦନ୍ତ ଲଙ୍ଗଳ ଈଶ ବସ୍ତ ତୁମ୍ଭେ ହେବ କରିବି ଚାଷ ଭଞ୍ଜ ବୈଦେହୀଶବିଳାସ
- ୨. ତୀର; ତଟ —୨. Bank.
- ୩. ପର୍ବତର ସାନୁ — ୩. Tableland.
- ୪. କାନ୍ଥ —୪. wall.
- ୫. (+ କର୍ମ. ର) ପ୍ରାଚୀର —୫, Compound wall.
ବପ୍ର ତାରତାର ସାର ନବିନ ବିଷ ଲପ୍ରଭାରେ ବିହଗ ହୀନ ଭଞ୍ଜ ବୈଦେହୀଶବିଳାସ
- ୬. ଦୁର୍ଗ ବା ନଗରର ଚାରିପାଖରେ ଖାଇ ଖୋଳିବାଦ୍ୱାରା ଯେଉଁ ମୃତ୍ତିକାସୂପ୍ତ ଜମା କାରାଯାଏ —୬. Mound of earth raised after digging a ditch round a city of fort.
- ୭. ଖେତର ହିଡ଼ —୭. Ridge of a field.
- ୮. (+କର୍ତ୍ତୃ. ର) ବାପ; ଜନକ; ପିତା — ୮. Father.
- ୯. ପ୍ରଜାପତି —୯. Brahā.
- ୧. ସୀସକ —୧୦. Lead.
- ୧୧. ଧୂଳି (ହିନ୍ଦୀ - ଶ) —୧୧. Dust.
- ୧୨. ମାଟିର ଢିପ (ହିନ୍ଦୀ - ଶ) —୧୨. A high mound of earth .
- ୧୩. ନଦୀଆଦିର ଅତଡ଼ା (ହିନ୍ଦୀ - ଶ) —
୧୩. Precipitous bank of a river.
- ୧୪. ପର୍ବତର ଶୃଙ୍ଗ (ହିନ୍ଦୀ - ଶ) —୧୪. The summit of a mountain.