Jump to content

ବପ୍ରତିସାର

ଉଇକିଅଭିଧାନ‌ରୁ

ବପ୍ରତିସାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ପ୍ରତି+ସୃ ଧାତୁ+ଭାବ. ଅ)

[ସମ୍ପାଦନା]
୧. କ୍ରୋଧ; କୋଷ —୧. Anger; wrath; fury.
୨. ଗତାନୁଶୋଚନା; ପଶ୍ଚାତ୍ତାପ —୨. Repentance; regret.
୩. ଖଳତା —୩. Wickedness.
୪. ଅମଙ୍ଗଳ —୪. Evil (Apte).