Jump to content

ବପ୍ର କ୍ରୀଡ଼ା

ଉଇକିଅଭିଧାନ‌ରୁ

ବପ୍ର କ୍ରୀଡ଼ା

ଉଚ୍ଚାରଣ

[ସମ୍ପାଦନା]

(ବପ୍ରକ୍ରିୟା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ବପ୍ର=କ୍ଷେତ୍ର+କ୍ରୀଡ଼ା)

[ସମ୍ପାଦନା]

ହୃଷ୍ଟ ପଶୁମାନେ (ଯଥା—ହାତୀ, ଷଣ୍ଢ) ଦନ୍ତ, ଶୃଙ୍ଗ ବା ଖୁରାଦ୍ୱାରା ଉଚ୍ଚଭୂମିକୁ ବା ପାହାଡ଼ର ଗାତ୍ରକୁ ବିଦାରଣ କରି ଯେଉଁ କ୍ରୀଡ଼ା କରନ୍ତି; ଖୁରୀ ଖାଇବା; ଉତ୍ଖାତ କେଳି —Frolics of mad or frolicsome beasts in striking mounds of earth or the sides of mountains with tusks (in the case of elephants) and hoofs and horns (in the case of bulls).