Jump to content

ବପ୍ (ଧାତୁ)

ଉଇକିଅଭିଧାନ‌ରୁ

ବପ୍ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. ବୀଜ ବୁଣିବା —୧. To sow seeds.
୨. ମୁଣ୍ଡନ କରିବା; କ୍ଷୌର କରିବା —୨. To shave .
୩. ଲୁଗା ବୁଣିବା —୩. To weave.
୪. ନିଷେକ କରିବା; ସ୍ତ୍ରୀ ଗର୍ଭରେ ବୀର୍ଯ୍ୟାଧାନ କରିବା — ୪. To put semen into a woman's womb.
୫. ଘାସ ଛେଲିବା —୫. To mow grass.;