ବବୁର ବାଳ
ଦେଖଣା
ବବୁର ବାଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବବୁର ବାଳ
|
ବାବରି, ବାବୁରି, ବାବୁଲିଅନ୍ୟରୂପ
ଦେଶଜ - ବି— (ସଂସ୍କୃତ - ବର୍ବର କେଶ; ତୁଳ. ଇଂରାଜୀ - ବବ୍ଡ଼୍; ସଂସ୍କୃତ - ବାର୍ବରୀ=ଆଲୁଳାୟିତ କେଶ—ଯୋଗେଶ— ଚନ୍ଦ୍ର)
[ସମ୍ପାଦନା]ବାଗୁଲିବାଳ; ମୁଣ୍ଡର ବାଳକୁ ବେକ ପର୍ଯ୍ୟନ୍ତ ଲମ୍ୱ କରି କାଟି ତହିଁର ଅଗ୍ରଭାଗକୁ ବେକ ପାଖରେ ମୋଡ଼ି ତରଙ୍ଗାୟିତ କରିବା ରୂପ କେଶବିନ୍ୟାସବିଶେଷ —A sort of curling the hair by growing it up to the neck.